Bangladeshi Issue: ଓଡ଼ିଶାରେ ବାଂଲାଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ? ଭୁବନେଶ୍ୱର ମେୟରଙ୍କ ବୟାନ ପରେ ତେଜିଲା ବୟାନବାଜି

ରାଜ୍ୟ ରାଜନୀତିରେ ବାଲାଂଦେଶୀ ବିବାଦ । ଓଡ଼ିଶାରେ ବାଲାଂଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ? ବରିଷ୍ଠ ବିଜେପି ନେତା ଜୟନାରାୟଣଙ୍କ ସାଂଘାତିକ ବୟାନ- Vote bank ପାଇଁ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଇଥିଲା ବିଜେଡି।

Bangladeshi Issue: ଓଡ଼ିଶାରେ ବାଂଲାଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ? ଭୁବନେଶ୍ୱର ମେୟରଙ୍କ ବୟାନ ପରେ ତେଜିଲା ବୟାନବାଜି
Array