Barabati Stadium: ୧୧ ବର୍ଷ ପରେ ବାରବାଟୀକୁ ଫେରିପାରେ ଆଇପିଏଲ, ଏହି ଟିମ ବନାଇବ ହୋମଗ୍ରାଉଣ୍ଡ !
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ। ଏହି ଷ୍ଟାଡିୟମକୁ ଦୀର୍ଘ ୧୧ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଚଳିତ ସିଜନରେ ଗୋଟିଏ ଆଇପିଏଲ ମ୍ୟାଚ ବାରବାଟୀକୁ ଫେରିବାର ସମ୍ଭାବନା ରହିଛି। ଏପ୍ରିଲ ୬ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ କୋଲକାତ ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଖେଳାଯିବ।