Bastar Declared Naxal-Free After 40 Years, Removed from LWE-Affected Districts List

#ବସ୍ତର_ଏବେ_ନକ୍ସଲମୁକ୍ତ ୪୦ ବର୍ଷ ପରେ ନକ୍ସଲ ମୁକ୍ତ ହେଲା ବସ୍ତର୍ ! ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଲା ବସ୍ତର । ବସ୍ତରକୁ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ତାଲିକାରୁ ବାଦ୍ ଦେଇଛି ଗୃହ ମନ୍ତ୍ରାଳୟ ।