BDO-Public Representatives Clash : ପଞ୍ଚାୟତ ବୈଠକରେ ହାଇଡ୍ରାମା, ଜନପ୍ରତିନିଧି-ବିଡ଼ିଓ କଥା କଟାକଟି

ଜନପ୍ରତିନିଧି ଓ ବିଡ଼ିଓଙ୍କ କଥା କଟାକଟି । ପଞ୍ଚାୟତ ବୈଠକରେ ବିଧାୟକଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଛି । ରାଜ୍ୟ ସରକାରଙ୍କ 'ବିକଶିତ ଗାଁ ବିକଶିତ ଓଡିଶା' ଯୋଜନାରେ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ ସମୟରେ ବିଡିଓଙ୍କୁ ବିରୋଧ କରିଛନ୍ତି ଜନପ୍ରତିନିଧି ।

BDO-Public Representatives Clash : ପଞ୍ଚାୟତ ବୈଠକରେ ହାଇଡ୍ରାମା, ଜନପ୍ରତିନିଧି-ବିଡ଼ିଓ କଥା କଟାକଟି
Array