Beating retreat ceremony resumes at Attari: ଅଟ୍ଟାରୀରେ ପୁଣି ଆରମ୍ଭ ହେଲା ବିଟିଂ ରିଟ୍ରିଟ୍ ସେରିମନି; ଆଜିଠୁ ଦେଖିପାରିବେ ଜନସାଧାରଣ

ଆଜିଠାରୁ ପଞ୍ଜାବ ଅମୃତସର ନିକଟସ୍ଥ ଅଟାରୀ-ୱାଘା ବର୍ଡର, ଫିରୋଜପୁର ଓ ସାଦକି ସୀମାରେ ବିଟିଂ ରିଟ୍ରିଟ୍ ଉତ୍ସବ ଦେଖିପାରିବେ ସାଧାରଣ ଲୋକେ। ତେବେ ଏହି ଉତ୍ସବ ବେଳେ ବିଏସଏଫ ଯବାନ ପାକିସ୍ତାନୀ ରେଂଜରଙ୍କ ସହ ହ୍ୟାଣ୍ଡସେକ କରିବେ ନାହିଁ କି ଗେଟ୍ ଖୋଲାଯିବ ନାହିଁ। 

Beating retreat ceremony resumes at Attari: ଅଟ୍ଟାରୀରେ ପୁଣି ଆରମ୍ଭ ହେଲା ବିଟିଂ ରିଟ୍ରିଟ୍ ସେରିମନି; ଆଜିଠୁ ଦେଖିପାରିବେ ଜନସାଧାରଣ
Array