Bengaluru Viral News: ରାସ୍ତା ମଝିରେ ଚୌକି ପକାଇ ଚା' ପିଇଲେ, ତା' ପରେ...

ଘାରିଲା ଚା’ ନିଶା । ନିଶା ଏମିତି ଯେ ଭୁଲିଗଲେ ସବୁ କିଛି । ବିଚ୍‌ ରାସ୍ତାରେ ବାବୁ ଭଳି ଗୋଡ ଉପରେ ଗୋଡ ରଖି ଚୌକି ପକାଇ ବସିଲେ । ଚା’ କପ୍‌ ଧରି ମଜାର ସହ ପିଇଲେ । ରାସ୍ତାରେ କେଁ କାଁ କରି ଗାଡିମୋଟର ଯାଉଥିଲେ ବି କାହାକୁ ଖାତିର କଲେନି ।

Bengaluru Viral News: ରାସ୍ତା ମଝିରେ ଚୌକି ପକାଇ ଚା' ପିଇଲେ, ତା' ପରେ...
Array