Bhopal IT Raid: ଅଧିକାରୀ ଟେରା, ପରିତ୍ୟକ୍ତ ଗାଡ଼ିରୁ ମିଳିଲା ଅଧ କୁଇଣ୍ଟାଲେ ସୁନା, ୧୦ କୋଟି ନଗଦ ଟଙ୍କା
ବାପାଙ୍କ ମୃତ୍ୟୁପରେ ଅନୁକମ୍ପାମୂଳକ ସରକାରୀ ଚାକିରି । ମାତ୍ର ୧୨ ବର୍ଷ କନଷ୍ଟେବଲ୍ ଚାକିରି କରି କମାଇଲେ କୋଟି କୋଟି ଟଙ୍କାର ସମ୍ପତ୍ତି । ଚାକିରି ଛାଡି କରୁଥିଲେ ଜମି ବେପାର । ଚଢାଉ ପରେ ସଂପତ୍ତି ଦେଖି ଟେରା ହୋଇଗଲେ ଅଧିକାରୀ ।