Bhubaneswar Metro: ପ୍ରଥମ ପର୍ଯ୍ୟାୟରେ ୨୦ ପ୍ରମୁଖ ସ୍ଥାନରେ ମେଟ୍ରୋ ଷ୍ଟେସନ୍

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ହେବ ।

Bhubaneswar Metro: ପ୍ରଥମ ପର୍ଯ୍ୟାୟରେ ୨୦ ପ୍ରମୁଖ ସ୍ଥାନରେ ମେଟ୍ରୋ ଷ୍ଟେସନ୍
Array