Big Breaking; ଟ୍ରଫି ଛଡ଼ାଇ ନେଲା ଅଷ୍ଟ୍ରେଲିଆ: ଅଣ୍ଡର-୧୯ ବିଶ୍ୱକପରେ ବି ଖାଲି ହାତରେ ଟିମ ଇଣ୍ଡିଆ
ନୂଆଦିଲ୍ଲୀ:ପୁଣିଥରେ ଅଷ୍ଟ୍ରେଲିଆ ଭାରତର ବିଶ୍ୱକପ ଚମ୍ପିଆନ୍ ହେବାର ସ୍ୱପ୍ନ ଭାଙ୍ଗି ଦେଇଛି । ସିନିୟର ଖେଳାଳି ଭାରତ ହାତରୁ ବିଶ୍ୱକପ ଛଡ଼ାଇ ନେବାରେ ଅଣ୍ଡର-୧୯ ଦଳ ମଧ୍ୟ ଭାରତକୁ କଟା ଘା’ରେ ଚୂନ ଦେଇଛି । ୨୫୪ ରନର ଲକ୍ଷ୍ୟକୁ ପିଛା କରି ୭୯ ରନ୍ ପଛରେ ପଡ଼ିଯାଇଛି ଟିମ ଇଣ୍ଡିଆ । ଆଦର୍ଶ ଏବଂ ଅଭିଶେକଙ୍କ ଲଢୁଆ ପ୍ରୟାସ ପରେ ମଧ୍ୟ ମାତ୍ର ୧୭୪ ରନରେ ଅଲ ଆଉଟ ହୋଇଛି ଟିମ ଇଣ୍ଡିଆ । ଫଳରେ […]

ନୂଆଦିଲ୍ଲୀ:ପୁଣିଥରେ ଅଷ୍ଟ୍ରେଲିଆ ଭାରତର ବିଶ୍ୱକପ ଚମ୍ପିଆନ୍ ହେବାର ସ୍ୱପ୍ନ ଭାଙ୍ଗି ଦେଇଛି । ସିନିୟର ଖେଳାଳି ଭାରତ ହାତରୁ ବିଶ୍ୱକପ ଛଡ଼ାଇ ନେବାରେ ଅଣ୍ଡର-୧୯ ଦଳ ମଧ୍ୟ ଭାରତକୁ କଟା ଘା’ରେ ଚୂନ ଦେଇଛି । ୨୫୪ ରନର ଲକ୍ଷ୍ୟକୁ ପିଛା କରି ୭୯ ରନ୍ ପଛରେ ପଡ଼ିଯାଇଛି ଟିମ ଇଣ୍ଡିଆ । ଆଦର୍ଶ ଏବଂ ଅଭିଶେକଙ୍କ ଲଢୁଆ ପ୍ରୟାସ ପରେ ମଧ୍ୟ ମାତ୍ର ୧୭୪ ରନରେ ଅଲ ଆଉଟ ହୋଇଛି ଟିମ ଇଣ୍ଡିଆ । ଫଳରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିଶ୍ୱକପରେ ବିଶ୍ୱବିଜେତା ପାଲଟିଛି । ଏହି ବିଜୟ ସହ ୬ ବର୍ଷ ପୁରୁଣା ପରାଜୟର ପ୍ରତିଶୋଧ ନେଇଛି ଅଷ୍ଟ୍ରେଲିଆ ।
Australia on
Read More