Big Relief: ଫାଶୀ ସ୍ଥଗିତ ରହିଛି, କିନ୍ତୁ ମୁକ୍ତ ହେବେ ନାହିଁ
ନିମିଶା ଏବେ ହାଉତି କବଜାରେ ଥିବା ୟେମେନର ସାନା ସହରରେ ଅଛନ୍ତି । ହାଉତି ବିଦ୍ରୋହୀଙ୍କ ସହ ଭାରତର କୌଣସି ପ୍ରକାର କୂଟନୀତିକ ସଂପର୍କ ନାହିଁ ।ଏଥିପାଇଁ ଭାରତ ସରକାର ନିମିଶାଙ୍କ ଫାଶୀ ଦଣ୍ଡ ବିରୋଧରେ କିଛି ବି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇ ଦେଇଥିଲେ।