Bihar: ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମଦ ପିଇ ପହଞ୍ଚିଲେ ସରକାରୀ ଅଧିକାରୀ, କହିଲେ ହୋମିଓପାଥିକ ଔଷଧ ଖାଇଛି
ଜାତୀୟ ମତ୍ସ୍ୟ ଚାଷ ଦିବସ ଅବସରରେ ବିହାରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସୁପୌଲ ଜିଲ୍ଲାର ମତ୍ସ୍ୟ ଅଧିକାରୀ ମଦ ପିଇ ଯିବା ପରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୨୦୨୪ରେ ମଦ୍ୟପାନ ଅବସ୍ଥାରେ ତାଙ୍କୁ ଧରାଯାଇଥିଲା ।