Biju Jayanti: 'ବିଜୁ ବାବୁ ମତେ ୨୧ ଦିନ ଜେଲରେ ପୁରେଇଥିଲେ', ବାହାରିବା ପରେ ମୁଁ ତାଙ୍କୁ କହିଲି...
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଜୁ ବାବୁଙ୍କ କଥା ମନେପକେଇ ନିଜ ଜୀବନରେ ଘଟିଥିବା ଏକ ସୁନ୍ଦର କାହାଣୀର ଅବତାରଣାକରି କହିଥିଲେ, 'ମୁଁ ବିଜୁ ବାବୁଙ୍କ ଘରକୁ ଯାଇଥିଲି । ବିଜୁ ବାବୁ ମତେ ଏବଂ ପତ୍ନୀ ସଂଗୀତାଙ୍କୁ ଜଳଖିଆ ଖାଇବାକୁ ଦେଇ କହିଲେ ତୋତେ ଆରେଷ୍ଟ କରିବି ।