Biju Patnaik’s Statue Set on Fire: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ

ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ ଛକରେ ହୁତୁ ହୁତୁ ଜଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି। ସେହି ବାଟ ଦେଇ ଲୋକେ ଯାଉଛନ୍ତି, ଆସୁଛନ୍ତି। ଭିଡିଓ ବି କରୁଛନ୍ତି ।

Biju Patnaik’s Statue Set on Fire: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ
Array