Bike Fire: ପେଟ୍ରୋଲ ଧରି ଆସିଲେ, ନିଆଁ ଲଗାଇଦେଲେ

ଏୟାରପୋର୍ଟ ନୂଆ ରୋଡ଼ରେ ଦୁର୍ବୃତ୍ତଙ୍କ ଏଭଳି କାରନାମା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଖଣ୍ଡଗିରି ଥାନା ପୋଲିସ ଘଟଣାର ଛାନଭିନ କରୁଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି I ଅଭିଯୁକ୍ତମାନେ ସ୍ଥାନୀୟ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି I

Bike Fire: ପେଟ୍ରୋଲ ଧରି ଆସିଲେ, ନିଆଁ ଲଗାଇଦେଲେ
Array