Bike Theft Incident: ଦୟାଳୁ ଚୋର, ବାଇକ୍ ଚୋରି କରି ନେଲା, ଫେରାଇ କ୍ଷମା ମାଗିଲା !
ଭାଇ ମୁଁ ରିଅଲି ସରି, ମୋ ଗର୍ଲଫ୍ରେଣ୍ଡର ଅସୁବିଧା ରହିଥିବା ହେତୁ ବାଇକକୁ ନେଇ ପଳାଇଥିଲି। ମୋ ପାଖରେ ପଇସା ପ୍ରୋବଲେମ୍ ଥିଲା ଓ ଜଲଦି ଯିବାର ଥିଲା । ତେଣୁ ବାଇକ୍ ନେଇଥିଲି । କିନ୍ତୁ ସେମିତି ନବାର ନଥିଲା । ସାନ ଭାଇ ଭାବି କ୍ଷମା କରିବ।