Bishnupada Sethi: IAS ବିଷ୍ଣୁପଦ ସେଠୀ କେଉଁଠି ? CBI ସମନ ପରଠୁ ଅଦୃଶ୍ୟ

ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ । ଆସନ୍ତାକାଲି ଦିନ ୧୨ଟା ଯାଏଁ ଡେଡଲାଇନ୍। ତା ପୂର୍ବରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ସିବିଆଇର କଡ଼ା ନିର୍ଦ୍ଦେଶ। ଏଣେ ବ୍ରିଜ୍‌ ଆଣ୍ଡ ରୁଫ୍ ଜିଏମଙ୍କୁ ବି ସିବିଆଇର ମାରାଥନ ଜେରା ।

Bishnupada Sethi: IAS ବିଷ୍ଣୁପଦ ସେଠୀ କେଉଁଠି ? CBI ସମନ ପରଠୁ ଅଦୃଶ୍ୟ
Array