Bishnupada Sethi: ଖୋଲୁଛି ବିଷ୍ଣୁପଦ-ଚଞ୍ଚଲ ଲିଙ୍କର ଗୁମର, CBI ରେଡ୍‌ର ଦିନକ ପୂର୍ବରୁ ଭେଟଘାଟକୁ ନେଇ ପ୍ରଶ୍ନ

ବିଷ୍ଣୁପଦ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଖୋଲୁଛି ଗୁମର । ୭ରେ ସିବିଆଇ ରେଡ୍ । ତା’ର ଦିନକ ପୂର୍ବରୁ ୫ରେ ବିଷ୍ଣୁପଦଙ୍କୁ ଭେଟିଥିଲେ ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ।

Bishnupada Sethi: ଖୋଲୁଛି ବିଷ୍ଣୁପଦ-ଚଞ୍ଚଲ ଲିଙ୍କର ଗୁମର, CBI ରେଡ୍‌ର ଦିନକ ପୂର୍ବରୁ ଭେଟଘାଟକୁ ନେଇ ପ୍ରଶ୍ନ
Array