BJD Conflict: ୪ଟି ଓଡ଼ିଆ ଢ଼ଗ ଓ ବିଜେଡିର ଶେଷ ଘଣ୍ଟି !

ଜନ୍ମ ହେବା ପରଠାରୁ କ୍ଷମତାରେ ରହିଆସିଛି BJD। ଗତ ନିର୍ବାଚନରେ ପ୍ରଥମ ଥର ବିଫଳତାର ସ୍ବାଦ ଚାଖି ଥିବା ଏହି ଆଂଚଳିକ ଦଳ ଏବେ ବିଚିତ୍ର ସଂକଟରେ ପଡ଼ିଛି। ଦଳ ଭିତରେ ଯେଉଁ ସ୍ଥିତି ଉପୁଜିଛି ଆପଣଙ୍କର ୪ଟି ଓଡ଼ିଆ ଢ଼ଗ ନିଶ୍ଚୟ ମନେପଡ଼ିବ।

BJD Conflict: ୪ଟି ଓଡ଼ିଆ ଢ଼ଗ ଓ ବିଜେଡିର ଶେଷ ଘଣ୍ଟି !
Array