BJD: ଆକ୍ରମଣାତ୍ମକ ହେଉଛି ବିଜେପି, ଦୃଶ୍ୟମାନ ହେଉନାହାନ୍ତି ବିଜେଡି ନେତା !

ଅନେକ ପୁରୁଖା ନେତା ଆଦୌ ମୁହଁ ଖୋଲୁନାହାନ୍ତି ? କୌଣସି ସାମାଜିକ, ରାଜନୈତିକ ଅବା ସ୍ଥାନୀୟ ପ୍ରସଙ୍ଗରେ ସେମାନଙ୍କ ସକ୍ରିୟତା ଦୃଶ୍ୟମାନ ହେଉନାହିଁ l ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲିକ, ଚନ୍ଦ୍ରଶେଖର ସାହୁ, ଭୂପିନ୍ଦର ସିଂହ, ଡ଼ଃ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରମେଶ ଚନ୍ଦ୍ର ମାଝୀ, ପିନାକୀ ମିଶ୍ର ଆଦି ନେତାଙ୍କର ଆଗଭଳି ରାଜନୈତିକ ସକ୍ରିୟତା ଦେଖିବାକୁ ମିଳୁନି l

BJD: ଆକ୍ରମଣାତ୍ମକ ହେଉଛି ବିଜେପି, ଦୃଶ୍ୟମାନ ହେଉନାହାନ୍ତି ବିଜେଡି ନେତା !
Array