BJD: ବିପର୍ଯ୍ୟୟ ପରେ ବିଜେଡିରେ ଅସମ୍ଭାଳ କି ବିଦ୍ରୋହ ?

ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି ।

BJD: ବିପର୍ଯ୍ୟୟ ପରେ ବିଜେଡିରେ ଅସମ୍ଭାଳ କି ବିଦ୍ରୋହ ?
Array