BJP MLA on Naveen Patnaik: ‘ନିଜ ଦଳ ବଞ୍ଚାଇବା ପାଇଁ ଦିଲ୍ଲୀ ମୁଁହା ନବୀନ’

ବିଜେପି ସହ ରହି ବିଜେପିକୁ ଧ୍ବଂସ କରିବେ ଭାବିଲା ବେଳକୁ ସେ ସରକାରରୁ ପଳାଇଲେ ବୋଲି କହିଛନ୍ତି ସରୋଜ ପାଢୀ । ଓଡ଼ିଶାବାସୀ ଜାଣି ସାରିଲେଣି ବିଜେଡିର ଅସ୍ତିତ୍ବ ରହିବ ନାହିଁ ।

BJP MLA on Naveen Patnaik: ‘ନିଜ ଦଳ ବଞ୍ଚାଇବା ପାଇଁ ଦିଲ୍ଲୀ ମୁଁହା ନବୀନ’
Array