Block Chairperson: ଗରିବଙ୍କ ଚାଉଳ ହେଉଥିଲା ଲୁଟ୍‌, ମ୍ୟାଡମ ବିକି ବାଡ଼ାଉଥିଲେ କୋଠା ? 

କାର୍ଡ ହାତେଇ ଚାଉଳ ଚଳୁ କରିଛନ୍ତି ଜଣେ ଅଧ୍ୟକ୍ଷା ମ୍ୟାଡମ । ମ୍ୟାଡମଙ୍କ ନାଁରେ ଚାରି ଚକିଆ କାର ଅଛି । ଟିଟିଲାଗଡ ସହରରେ ନିର୍ମାଣ ହେଉଛି ଆଲିଶାନ କୋଠା । ଖାଲି ଗୋଟିଏ ବଙ୍ଗଳା ନୁହେଁ, ଗାଁରେ ବି ଘର ଅଛି ।

Block Chairperson: ଗରିବଙ୍କ ଚାଉଳ ହେଉଥିଲା ଲୁଟ୍‌, ମ୍ୟାଡମ ବିକି ବାଡ଼ାଉଥିଲେ କୋଠା ? 
Array