BMC Attack: ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତିରୁ ଓହରିଲା OAS ସଂଘ

ଗତକାଲି ଓଏଏସ ସଂଘର ସଦସ୍ୟଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ, ସିଏସ୍, ଡିଜି ଓ ସିପି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତିକୁ ସ୍ଥଗିତ ରଖିଛି OAS ସଂଘ ।

BMC Attack: ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତିରୁ ଓହରିଲା OAS ସଂଘ
Array