BMC ଅଫିସ୍‌ରେ ପରିସ୍ରା କରିଦେଲେ ଲୋକେ !

ଏହି ଘଟଣାକୁ ଖଣ୍ଡନ କରିଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ। ଏଥିସହ ପରିସ୍ରା କରିବାର ଭିଡିଓ ଅଛି କି ବୋଲି ପ୍ରମାଣ ମାଗିଛନ୍ତି ମେୟର।

BMC ଅଫିସ୍‌ରେ ପରିସ୍ରା କରିଦେଲେ ଲୋକେ !

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସିଟି ଇଞ୍ଜିନିୟରଙ୍କ ଅଫିସ୍‌ରେ ପରିସ୍ରା କଲେ ଶବର ସାହି ଲୋକ ! ହେଲେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ। ଏଥିସହ ପରିସ୍ରା କରିବାର ଭିଡିଓ ଅଛି କି ବୋଲି ପ୍ରମାଣ ମାଗିଛନ୍ତି ମେୟର। ଦେଖନ୍ତୁ ପୂରା ରିପୋର୍ଟ।