Boat Capsize Tragedy in Deogarh: ଡଙ୍ଗା ବୁଡି ୨ ଛୁଆ ମୃତ, ମା’ ନିଖୋଜ: ଅଳ୍ପକେ ବର୍ତ୍ତିଲେ ବାପା

ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ତଲେଇସର ନିକଟ ରେଙ୍ଗାଲି ଜଳଭଣ୍ଡାରରେ ମାଛ ଧରା ଡଙ୍ଗା ବୁଡି ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ନିଖୋଜ ଅଛନ୍ତି ।

Boat Capsize Tragedy in Deogarh: ଡଙ୍ଗା ବୁଡି ୨ ଛୁଆ ମୃତ, ମା’ ନିଖୋଜ: ଅଳ୍ପକେ ବର୍ତ୍ତିଲେ ବାପା
Array