Bobeijoda Village: ଏମିତି ଗାଁ କୋଉଠି ନାହିଁ; ଚକାଚକ୍ ରାସ୍ତାଘାଟ, ଜଗିଛି ସିସିଟିଭି, ବୁଲିଯାଉଛନ୍ତି ପର୍ଯ୍ୟଟକ

ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ । ପରିଷ୍କାର ପରିଚ୍ଛନ୍ନତା ପାଇଁ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଜୀବନଶୈଳୀ ଦେଖିବାକୁ ଗାଁକୁ ବୁଲି ଆସିଥାନ୍ତି ଲୋକେ ।

Bobeijoda Village: ଏମିତି ଗାଁ କୋଉଠି ନାହିଁ; ଚକାଚକ୍ ରାସ୍ତାଘାଟ, ଜଗିଛି ସିସିଟିଭି, ବୁଲିଯାଉଛନ୍ତି ପର୍ଯ୍ୟଟକ
Array