BOI Officer Recruitment 2024: ଖାଲି ପଡ଼ିଛି ୧୪୩ ପୋଷ୍ଟ..ଜାଣନ୍ତୁ ଆବେଦନର ଶେଷ ତାରିଖ...

ମାର୍ଚ୍ଚ ୨୭ରୁ ଏହି ପଦବୀ ପାଇଁ ଆପଣ ଅନଲାଇନ୍‌ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି..

BOI Officer Recruitment 2024: ଖାଲି ପଡ଼ିଛି ୧୪୩ ପୋଷ୍ଟ..ଜାଣନ୍ତୁ ଆବେଦନର ଶେଷ ତାରିଖ...

ବ୍ୟାଙ୍କ ଅଫ୍‌ ଇଣ୍ତିଆରେ ଚାକିରି ସୁଯୋଗ। ଆଶାୟୀ ପ୍ରାର୍ଥୀ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆର ଅଫିସିଆଲ୍‌ ୱେବସାଇଟ୍‌ bankofindia.co.in ରେ ଯାଇ ଅନଲାଇନ୍‌ ଆବେଦନ କରିପାରିବେ। ମୋଟ ୧୪୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଡ୍ରାଇଭ୍ ଚତୁର୍ଥ ସ୍କେଲ୍ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟ୍ରିମ୍‌ରେ ଅଧିକାରୀ ପଦବୀ ପୂରଣ ହେବ।

ମାର୍ଚ୍ଚ ୨୭ରୁ ଏହି ପଦବୀ ପାଇଁ ଆପଣ ଅନଲାଇନ୍‌ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୧୦, ୨୦୨୪।

ଯୋଗ୍ୟତା:

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ଜାଣିବା ପାଇଁ ପୂରା ବିବରଣୀ ପଢ଼ନ୍ତୁ..

ଚୟନ ପ୍ରକ୍ରିୟା:

ଅନଲାଇନ୍‌ ଟେଷ୍ଟ ମାଧ୍ୟମରେ ଆଶାୟୀ ପ୍ରାର୍ଥୀ ଚୟନ କରାଯିବ।

ପରୀକ୍ଷାଟି ଇଂରାଜୀ ଭାଷାରେ ହେବ।

ପରୀକ୍ଷାରେ ରଖିଥିବା ନମ୍ବର ଅନୁଯାୟୀ ଚୟନ କରାଯିବ।

ଏହାପରେ ବ୍ୟକ୍ତିଗତ ସାକ୍ଷାତକାର(ଇଣ୍ଟରଭ୍ୟୁ) ମଧ୍ୟ ନିଆଯିବ।

ଆବେଦନ ଶୁଳ୍କ:

SC/ST/PWD- ୧୭୫ ଟଙ୍କା

ଅନ୍ୟ(ଜେନେରାଲ୍‌)- ୮୫୦ ଟଙ୍କା

ଆପଣ ଏହି ଟଙ୍କା ଅନଲାଇନରେ ଡିପୋଜିଟ୍‌ କରିପାରିବେ। UPI ଆଇଡି ଦ୍ୱାରା ଦେୟ ଉପଲବ୍ଧ ରହିଛି। ଅଧିକ ବିବରଣୀ ପାଇଁ ପଢନ୍ତୁ..