Bollywood: ୧୦୦ ଥର ରିଜେକ୍ଟ, ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍; ହେଲେ ଆଜି ସେ ସୁପରଷ୍ଟାର...
ବଲିଉଡ୍ର ରୋମାଣ୍ଟିକ ହିରୋ ଭାବେ ଜଣାଶୁଣା ଏହି ଅଭିନେତାଙ୍କୁ ଆଜି କୌଣସି ପରିଚୟ ଲୋଡା ନାହିଁ । ସେ ବ୍ୟାକ୍ ଟୁ ବ୍ୟାକ୍ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଫ୍ୟାନ୍ସଙ୍କୁ । ପିଲାଠୁ ଯୁବକ ସଭିଏଁ ତାଙ୍କର ଫ୍ୟାନ୍ସ । ହେଲେ ଦିନ ଥିଲା ଏହି ଅଭିନେତାଙ୍କ ହାତରେ ଗୋଟିଏ ବି ଫିଲ୍ମ ନଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବା ସହ ସେ ଡିପ୍ରେସନକୁ ଚାଲିଯାଇଥିଲେ...