Bonus Mother: ଯୁରୋପ ଓ ଆମେରିକାରେ ‘ବୋନସ ମଦର’... ଯିଏ ଜନ୍ମ ନ ଦେଇ ବି ପିଲାଙ୍କୁ ମା’ ପରି ପାଳୁଥାଏ
ଏହି ଲେଖାରେ ଯୁରୋପ ଓ ଆମେରିକାରେ ବୋନସ ମଦରର ଧାରାକୁ ବ୍ୟାଖ୍ୟା କରାଯାଇଛି । କିଏ ଏହାର ଉପଯୋଗ କରୁଛନ୍ତି, ବୋନସ ମଦର ଓ ଷ୍ଟେପ ମଦର ମଧ୍ୟରେ ପାର୍ଥକ୍ୟ କ’ଣ, କେବେ ଏହି ପ୍ରବୃତ୍ତି ଆରମ୍ଭ ହେଲା, କେଉଁଠି ଏଭଳି ପରିବାର ଦେଖାଯାଉଛି– ଏ ସମସ୍ତ ପ୍ରଶ୍ନର ଉତ୍ତର ଏହି ଲେଖାରେ ରହିଛି।