Brahmaputra Water Politics: ଭାରତ ବିରୋଧରେ ଚୀନର ‘ଜଳ’ ଅସ୍ତ୍ର, କ’ଣ ରହିଛି ମୋଦି ସରକାରଙ୍କ ପ୍ଲାନ ?

ହିମାଳୟ ଦେଇ ପ୍ରବାହିତ ପ୍ରତ୍ୟେକ ନଦୀ ପରି ବ୍ରହ୍ମପୁତ୍ର ନଦୀର ନିଜସ୍ୱ ଇତିହାସ ଏବଂ ପୌରାଣିକ କାହାଣୀ ରହିଛି । କିନ୍ତୁ ଦେବୀ ଭାବରେ ପୂଜା ପାଉଥିବା ଭାରତର ଅନ୍ୟ ନଦୀ ଏବଂ ବ୍ରହ୍ମପୁତ୍ର ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛ । ଏହି ନଦୀ ଭାରତର କିଛି ପ୍ରମୁଖ ନଦୀ ମଧ୍ୟରୁ ଗୋଟିଏ, ଯାହାର ନାମ ପୁରୁଷବାଚକ । ଭଗବାନ ବ୍ରହ୍ମାଙ୍କ ସହିତ ପୌରାଣିକ ସମ୍ପର୍କରୁ ଏହି ନଦୀର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ ।

Brahmaputra Water Politics: ଭାରତ ବିରୋଧରେ ଚୀନର ‘ଜଳ’ ଅସ୍ତ୍ର, କ’ଣ ରହିଛି ମୋଦି ସରକାରଙ୍କ ପ୍ଲାନ ?
Array