Brahmaputra Water Threat: ବ୍ରହ୍ମପୁତ୍ର ନଦୀ ଜଳ ଯଦି ଚୀନ ନଛାଡେ, ଭାରତର କ'ଣ ହେବ ? ଏମିତି ଜବାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ...

ବ୍ରହ୍ମପୁତ୍ର ନଦୀ ଜଳ ଉପରେ କେତେ ନିର୍ଭରଶୀଳ ଭାରତ ? ଚୀନ ଯଦି ବ୍ରହ୍ମପୁତ୍ର ପ୍ରବାହ ରୋକିଦିଏ ତେବେ କ'ଣ ହେବ? ଏମିତି ଅନେକ ପ୍ରଶ୍ନ ଉଠାଇ ଭାରତକୁ ଧମକାଇଛି ପାକିସ୍ତାନ । ତେବେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

Brahmaputra Water Threat: ବ୍ରହ୍ମପୁତ୍ର ନଦୀ ଜଳ ଯଦି ଚୀନ ନଛାଡେ, ଭାରତର କ'ଣ ହେବ ? ଏମିତି ଜବାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ...
Array