BrahMos Missile: 'ଯଦି ବ୍ରହ୍ମୋସ୍‌ର ପାୱାର ନ ଦେଖିଛ, ପାକିସ୍ତାନକୁ ପଚାର'

ଉତ୍ତରପ୍ରଦେଶର ଲକ୍ଷ୍ନୈ।ରେ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ ପ୍ରଡକ୍ସନ ୟୁନିଟ୍ ଉଦଘାଟନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

BrahMos Missile: 'ଯଦି ବ୍ରହ୍ମୋସ୍‌ର ପାୱାର ନ ଦେଖିଛ, ପାକିସ୍ତାନକୁ ପଚାର'
Array