Brazil Bus Accident: ଫାଟିଲା ବସ୍ ଚକା; ସିଧା ଯାଇ ଟ୍ରକକୁ ପିଟିଲା, ଚାଲିଗଲା ୩୮ ଜୀବନ
ଏହି ଦୁର୍ଘଟଣା ପରେ ବ୍ରାଜିଲର ରାଜ୍ୟପାଳ ରୋମିଓ ଜେମା ମିନାସ୍ ଜେରାଇସ୍ ସରକାରଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବଡ଼ଦିନ ପୂର୍ବରୁ ମୃତାହତଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।