Breaking: KIIT ମାମଲା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କରିବ ଶୁଣାଣି, ସନ୍ଧ୍ୟାରେ ହାଜର ହେବେ ପ୍ରତିଷ୍ଠାତା

ଭୁବନେଶ୍ୱର: କିଟ୍ ପ୍ରସଙ୍ଗରେ ଗୃହରେ ମୁଲତବି ଆଲୋଚନା ଆରମ୍ଭ । ଅପରାହ୍ନ ୩ଟାରେ ଶୁଣାଣି ନେଇ ବିବୃତି ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶୁଣାଣି କରିବେ । ଶୁଣାଣିରେ କିଟର ୮ ଜଣ ଅଧିକାରୀ ହାଜର ହେବେ । ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବାକୁ କୁହାଯାଇଥିଲା । ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଅଚ୍ୟୁତ ହାଜର ହେବା […]

Breaking: KIIT ମାମଲା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କରିବ ଶୁଣାଣି, ସନ୍ଧ୍ୟାରେ ହାଜର ହେବେ ପ୍ରତିଷ୍ଠାତା

ଭୁବନେଶ୍ୱର: କିଟ୍ ପ୍ରସଙ୍ଗରେ ଗୃହରେ ମୁଲତବି ଆଲୋଚନା ଆରମ୍ଭ । ଅପରାହ୍ନ ୩ଟାରେ ଶୁଣାଣି ନେଇ ବିବୃତି ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶୁଣାଣି କରିବେ । ଶୁଣାଣିରେ କିଟର ୮ ଜଣ ଅଧିକାରୀ ହାଜର ହେବେ ।

ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବାକୁ କୁହାଯାଇଥିଲା ।

ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଅଚ୍ୟୁତ ହାଜର ହେବା ଲାଗି ବିଭାଗୀୟ ନିର୍ଦ୍ଦେଶରେ କୁହାଯାଇଛି ।