Breaking: OSRTC ବସ୍ ଧକ୍କାରେ ଗଡ଼ିଲା ମୁଣ୍ଡ
ଭଞ୍ଜନଗର: ପୁଣି OSRTC ବସ୍ ଧକ୍କାରେ ଚାଲିଗଲା ଜୀବନ। ସାମ୍ନାରୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଦୁର୍ଘଟଣା ଘଟିଛି ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତ ନିକଟରେ। ଏକ ଯାତ୍ରୀବାହୀ ସରକାରୀ OSRTC ବସ୍ ସାମ୍ନାପଟୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳଲରେ ସ୍କୁଟିରେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ, […]

ଭଞ୍ଜନଗର: ପୁଣି OSRTC ବସ୍ ଧକ୍କାରେ ଚାଲିଗଲା ଜୀବନ। ସାମ୍ନାରୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି।
ଦୁର୍ଘଟଣା ଘଟିଛି ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତ ନିକଟରେ। ଏକ ଯାତ୍ରୀବାହୀ ସରକାରୀ OSRTC ବସ୍ ସାମ୍ନାପଟୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳଲରେ ସ୍କୁଟିରେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ, ଆଉ ଜଣେ ଗୁରୁତର ହୋଇପଡିଥିଲେ।
ପରେ ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୋ ବସ୍ ପରି ଏବେ OSRTC ବସ୍ ଦୁର୍ଘଟଣା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ନିକଟରେ OSRTC ବସ୍ ଦୁଇଟି ମୁଣ୍ଡ ନେଇଥିଲା। ଆଉ ଏବେ ପୁଣି ଥରେ ଆଉ ଗୋଟିଏ ମୁଣ୍ଡ ନେଲା।