Breaking: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, 12ଟା ଯାଏଁ ଗୃହ ମୁଲତବି
ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ତେବେ ଠିକ ସମୟରେ ବିଧାନସଭା ଆରମ୍ଭ ହୋଇଥିବା ବେଳେ ପ୍ରଶ୍ନକାଳରୁ ହିଁ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା । ଗୃହ ମୁଲତବି ରଖିଲେ ବାଚସ୍ପତି- ଫଳରେ ଗୃହ ଚାଲିପାରିଲା ନାହିଁ । ଫଳରେ 12 ଯାଏଁ ଗୃହକୁ ମୁଲବତି ରଖିଲେ ବାଚସ୍ପତି ସୁରମା ପାଢୀ । ପ୍ରଶ୍ନକାଳରୁ ବିରୋଧୀଙ୍କ ହଟ୍ଟଗୋଳ- ଗୃହର ମଧ୍ୟଭାଗରେ ବିଜେଡି ଏବଂ କଂଗ୍ରେସ ପ୍ରବଳ ହଟ୍ଟଗୋଳ କରିଥିଲେ । ଆଇନ ଶୃଙ୍ଖଳା ବପର୍ଯ୍ୟସ୍ତ […]

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ତେବେ ଠିକ ସମୟରେ ବିଧାନସଭା ଆରମ୍ଭ ହୋଇଥିବା ବେଳେ ପ୍ରଶ୍ନକାଳରୁ ହିଁ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା ।
ଗୃହ ମୁଲତବି ରଖିଲେ ବାଚସ୍ପତି- ଫଳରେ ଗୃହ ଚାଲିପାରିଲା ନାହିଁ । ଫଳରେ 12 ଯାଏଁ ଗୃହକୁ ମୁଲବତି ରଖିଲେ ବାଚସ୍ପତି ସୁରମା ପାଢୀ ।
ପ୍ରଶ୍ନକାଳରୁ ବିରୋଧୀଙ୍କ ହଟ୍ଟଗୋଳ- ଗୃହର ମଧ୍ୟଭାଗରେ ବିଜେଡି ଏବଂ କଂଗ୍ରେସ ପ୍ରବଳ ହଟ୍ଟଗୋଳ କରିଥିଲେ । ଆଇନ ଶୃଙ୍ଖଳା ବପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ନେଇ କଂଗ୍ରେସ ହୋହଲ୍ଲା କରିଥିଲା ।
ମଣ୍ଡିରେ କଟନିଛଟନୀ- ଧାନ ବିକ୍ରି ସମୟରେ ମଣ୍ଡିରେ କଟନିଛଟନୀ ଅଭିଯୋଗରେ ବିଜେଡି ବିଧାୟକମାନେ ବିକ୍ଷୋଭ କରିଥିଲେ । ଫଳରେ ଗୃହକୁ ମୁଲତବୀ ରଖିଛନ୍ତିି ବାଚସ୍ପତି ।