Brutal Massacre: ଜହ୍ଲାଦ ପାଲଟିଲେ ୬୧ ବର୍ଷୀୟ ବୃଦ୍ଧ: ଶବକୁ କଟୁରୀରେ ହାଣି ଅଖାରେ ପୂରାଇଲେ
୬୧ ବର୍ଷୀୟ ପଞ୍ଚାନନ ସୁହୁଲାଙ୍କ ଦୀର୍ଘ ଦିନ ହେବ ଗାଁର ରତନ ପ୍ରଧାନଙ୍କ ସହ ଶତ୍ରୁତା ଲାଗି ରହିଥିଲା। ଖାଲି ସେତିକି ନୁହେଁ ପଞ୍ଚାନନ ସବୁବେଳେ ଗାଁ ଲୋକଙ୍କ ସହ ଗଣ୍ଡଗୋଳ କରୁଥିଲେ। ହାତରେ ଧରୁଆ ଅସ୍ତ୍ର ଧରି କଥା କଥାରେ ମୁଣ୍ଡ ଗଡାଇବାର ଭୟ ବି ଦେଖାଉଥିଲେ।