Budha Balanga Floods Destroy Cucumber, Pumpkins Crops in Balasore
#କାକୁଡ଼ି_ବୋଇତାଳୁ_କିଛି_ନାହିଁ_ସବୁ_ପଚିଯାଇଛି ବୁଢା ବଳଙ୍ଗ ବଢ଼ି ପାଣି କମି ଗଲା ପରେ ଏବେ ଚାଷୀ ଙ୍କ ଦୁର୍ଦ୍ଦଶା ଦୁଇ ଗୁଣା ହୋଇଛି। ଏକର ଏକର ବୋଇତାଳୁ, କାକୁଡି ଜମି ପଚି ଗନ୍ଧ କରୁଛି। ୩ ଦିନ ପାଣି ମାଡି ରହିବା ପରେ ଏବେ ସବୁ କିଛି ନଷ୍ଟ
#କାକୁଡ଼ି_ବୋଇତାଳୁ_କିଛି_ନାହିଁ_ସବୁ_ପଚିଯାଇଛି
ବୁଢା ବଳଙ୍ଗ ବଢ଼ି ପାଣି କମି ଗଲା ପରେ ଏବେ ଚାଷୀ ଙ୍କ ଦୁର୍ଦ୍ଦଶା ଦୁଇ ଗୁଣା ହୋଇଛି। ଏକର ଏକର ବୋଇତାଳୁ, କାକୁଡି ଜମି ପଚି ଗନ୍ଧ କରୁଛି। ୩ ଦିନ ପାଣି ମାଡି ରହିବା ପରେ ଏବେ ସବୁ କିଛି ନଷ୍ଟ