Builder Murder in Bhubaneswar: ଜାଗାବାଡି ବିବାଦକୁ କେନ୍ଦ୍ର କରି ବିଲଡରଙ୍କୁ ହତ୍ୟା !

ଜାଗାବାଡି ପଜେସନ ପାଇଁ ଯାଇଥିବା ବେଳେ ସ୍ପଟ୍ ଉପରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ଆଣି ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। 

Builder Murder in Bhubaneswar: ଜାଗାବାଡି ବିବାଦକୁ କେନ୍ଦ୍ର କରି ବିଲଡରଙ୍କୁ ହତ୍ୟା !
Array