Bus Accident: ୧୫ ଫୁଟ୍‌ ତଳକୁ ଖସିଲା ବସ୍; ଜଣେ ମୃତ, ୩୦ ଆହତ

ବସ୍‌ଟି ଯାତ୍ରୀମାନଙ୍କ ଚିଙ୍ଗିରିକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା। ପ୍ରଥମେ ବସ୍‌ଟି ବାଇକଟି ଧକ୍କା ଦେଇଥିଲା। ପରେ ବସ୍‌ ଟି ଭାରସାମ୍ୟ ହରାଇ ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା।ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ବସ୍‌ରେ ଚାପି ହୋଇଯାଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି।

Bus Accident: ୧୫ ଫୁଟ୍‌ ତଳକୁ ଖସିଲା ବସ୍;  ଜଣେ ମୃତ, ୩୦ ଆହତ
Array