Bus Drivers Protest in Bhubaneswar: ରାଜଧାନୀରେ ‘ଆମ ବସ୍‌’ ସେବା ଠପ୍‌, ଆନ୍ଦୋଳନରେ ବସିଲେ ଡ୍ରାଇଭର-କଣ୍ଡକ୍ଟର

ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍‌’ ସେବା ଠପ୍‌ । ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବସ୍‌ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ । ‘ଆମ ବସ୍‌’ ଡିପୋରେ ବସ୍‌ ରଖି ଆନ୍ଦୋଳନରେ ବସିଲେ ।

Bus Drivers Protest in Bhubaneswar: ରାଜଧାନୀରେ ‘ଆମ ବସ୍‌’ ସେବା ଠପ୍‌, ଆନ୍ଦୋଳନରେ ବସିଲେ ଡ୍ରାଇଭର-କଣ୍ଡକ୍ଟର
Array