By-polls On June 19: ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ:୧୯ରେ ଭୋଟିଂ, ୨୩ରେ ରେଜଲ୍ଟ

ବାଜିଲା ବିଗୁଲ । ୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ହେବାକୁ ଯାଉଛି ଉପନିର୍ବାଚନ । ୧୯ ଜୁନରେ ମତଦାନ ହେବ । ୨୩ରେ ଫଳାଫଳ ପ୍ରକାଶ ପାଇବ । କେଉଁ ରାଜ୍ୟର କେଉଁ ଆସନ ଖାଲି ପଡିଛି ଆସନ୍ତୁ ଜାଣିବା ।

By-polls On June 19: ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ:୧୯ରେ ଭୋଟିଂ, ୨୩ରେ ରେଜଲ୍ଟ
Array