Calcium Carbide Usage Prohibition: କ୍ୟାଲସିୟମ କାର୍ବାଇଡ ବ୍ୟବହାର ଉପରେ କଟକଣା ଲାଗୁ କଲା FSSAI, ଜାଣନ୍ତୁ କାହିଁକି
ଆଗକୁ ରଜ ଓ ସାବିତ୍ରୀ ଭଳି ଓଡ଼ିଆ ପର୍ବ ଆସୁଥିବା ବେଳେ ବଜାରରେ ଫଳର ଚାହିଦା ଆବଶ୍ୟକତା ଠାରୁ ଅଧିକ ବୃଦ୍ଧି ପାଇବ। ତେବେ କେବଳ ଆମ୍ବ ନୁହେଁ କଦଳୀ, ପଣସ ପରି ଫଳର ଚାହିଦା ମଧ୍ୟ ବୃଦ୍ଧି ପାଇବ। ଏପରି ସ୍ଥିତିରେ ବ୍ୟବସାୟୀ ମାନେ କ୍ୟାଲସିୟମ କାର୍ବାଇଡ ବ୍ୟବହାର କରି ପାରନ୍ତି।