California Earthquake: ଉତ୍ତର କାଲିଫର୍ଣ୍ଣିଆରେ ବଡ଼ଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ

ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା। ସ୍ଥାନୀୟ ଲୋକ କହିଛନ୍ତି ସେମାନେ ଝୁଲୁଥିବା ଭଳି ଅନୁଭବ କଲେ, ଏହା ପରେ ଅନେକ ଥର କମ୍ପନ ଅନୁଭବ ହେଲା ।

California Earthquake: ଉତ୍ତର କାଲିଫର୍ଣ୍ଣିଆରେ ବଡ଼ଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ
Array