Canada Minister Anita Anand: କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କ କମାଲ, ବୈଦେଶିକ ମନ୍ତ୍ରୀ ହେଲେ ଅନୀତା ଆନନ୍ଦ

ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ କାନାଡାର ବୈଦେଶିକ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଏହା ପୂର୍ବରୁ ଜଷ୍ଟିନ ଟ୍ରୁଡୋଙ୍କ ସରକାରରେ ସେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଭାରତ-କାନାଡା ମଧ୍ୟରେ ସମ୍ପର୍କ ମଜବୁତ ହେବା ନେଇ ଆଶା କରାଯାଉଛି ।

Canada Minister Anita Anand: କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କ କମାଲ, ବୈଦେଶିକ ମନ୍ତ୍ରୀ ହେଲେ ଅନୀତା ଆନନ୍ଦ
Array