Chadak Mela: ଚଡ଼କ ମେଳା ପାଇଁ ଉଠୁଛି ପଡ଼ୁଛି ଚନ୍ଦନେଶ୍ବର ପୀଠ, ସାମପନ ହୋଇଛି କାମିନୀ ବିବାହ

ଉଠୁଛି ପଡ଼ୁଛି ଚନ୍ଦନେଶ୍ବର ପୀଠ । ଅଗଣିତ ଉପବିତଧାରୀଙ୍କ ମହାସମାଗମ । ବାଲେଶ୍ବର ଜିଲ୍ଲା ଭୋଗରାଇର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ବରରେ ମହାସମାରୋହରେ ପାଳିତ ହେଉଛି ଚଡ଼କ ମେଳା ।

Chadak Mela: ଚଡ଼କ ମେଳା ପାଇଁ ଉଠୁଛି ପଡ଼ୁଛି ଚନ୍ଦନେଶ୍ବର ପୀଠ, ସାମପନ ହୋଇଛି କାମିନୀ ବିବାହ
Array