Chandaneswar Chadak Festival: Divine Union of Lord Shiva and Kamini Highlights Fifth Arghya Night

ଜମୁଛି ପୂର୍ବ ଭାରତର ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡକ ମେଳା। ଚଡ଼କ ପର୍ବର ପଞ୍ଚମ ଅର୍ଘ୍ୟରେ ଆକର୍ଷଣୀୟ ହେଉଛି କାମୀନା ବିବାହ ପର୍ବ। ଯେଉଁଥିରେ ମନ୍ଦିର ଗର୍ଭ ଗୃହରେ ଗୁପ୍ତ ଭାବରେ ରାକ୍ଷସୀ କାମୀନାଙ୍କ ସହ ମହାଦେବଙ୍କର ହେବ ବିବାହ ପର୍ବ !