Child Safety At Risk: କେତେ ସୁରକ୍ଷିତ ବସ୍ରେ ସ୍କୁଲ୍ ଯାଉଥିବା କଅଁଳ ଭବିଷ୍ୟତ?
ରାଜଧାନୀ ଭୁବନେଶ୍ବରରେ ବିନା ଫିଟନେସରେ ୪୬୦ଟି ସ୍କୁଲ ବସ୍ ଚାଲିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ରାଜ୍ୟରେ ଏମିତି ପ୍ରତିଦିନ ଶହ ଶହ ଗାଡ଼ି ବିପଦଶଙ୍କୁଳ ଭାବେ ବେଧଡକ ଗଡୁଛି । ବିପଦରେ ଯାତାୟାତ କରୁଛନ୍ତି ଛାତ୍ର ଛାତ୍ରୀ ।