China Citizen Arrested: ୪ ଚୀନ ନାଗରିକ ଗିରଫ, ଫ୍ରାନ୍ସର ବଡ଼ ଅଭିଯୋଗ

ପୋଲିସ ସେମାନଙ୍କ କ୍ୟାମେରାକୁ ଯାଞ୍ଚ କରିଥିଲେ । ସେଥିରୁ ଏମିତି କିଛି ଫଟୋ ବାହାରିଥିଲା ଯାହାକି ସଂଦେହ ବଢ଼ାଇଥିଲା । ସେମାନେ କୌଣସି ଗୁପ୍ତ ଅଭିଯାନର ଅଂଶ କି ନୁହେଁ ସେନେଇ ଯାଞ୍ଚ ହେଉଛି ।

China Citizen Arrested: ୪ ଚୀନ ନାଗରିକ ଗିରଫ, ଫ୍ରାନ୍ସର ବଡ଼ ଅଭିଯୋଗ
Array