CHSE +2 Result 2025: କାଲି ପ୍ରକାଶ ପାଇବ +୨ ରେଜଲ୍ଟ : ଏକସଙ୍ଗେ କଳା, ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ସବୁ କଳ୍ପନାଜଳ୍ପନାର ଅନ୍ତ । କାଲି ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି । ଏକସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ଫଳାଫଳ ଆସିବ ।

CHSE +2 Result 2025: କାଲି ପ୍ରକାଶ ପାଇବ +୨ ରେଜଲ୍ଟ : ଏକସଙ୍ଗେ କଳା, ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ
Array